ବ୍ୟାଧିକ Byādhika

  • ଦେ. ବିଣ—(ସଂ. ବ୍ୟାଧିଯୁକ୍ତ) — ରୋଗୀ; ପୀଡ଼ିତ (ବ୍ୟକ୍ତି) — Sick (person)
  • ଦେ. ବିଣ—(ସଂ. ବ୍ୟାଧିଯୁକ୍ତ) — (ଉ—ଦୁର୍ଲଭ ଦରିଦ୍ର ବ୍ୟାଧିତ, କେବଳ ଶଶାଙ୍କେ କଳଙ୍କ। ଭୂପତି. ପ୍ରେମପଞ୍ଚାମୃତ।)