ବ୍ୟାଟାରୀ Byṭāri

  • ବୈଦ. ବି. (ଇଂ) — ତଡ଼ିଦୁତ୍ପାଦକ ଯନ୍ତ୍ରବିଶେଷ — Electric battery
  • ବୈଦ. ବି. (ଇଂ) — ତୋପଶ୍ରେଣୀ— ଓ ତାହା ଚଳାଇବା ପାଇଁ ନିଯୁକ୍ତ ସୈନ୍ୟ ବ୍ୟୂହ — battery; battallion