ବ୍ୟାଘ୍ରପାଦ Byāghrapāda

  • ସଂ. ବି. (ବ୍ୟଘ୍ର ପରି ପାଦବିଶିଷ୍ଟ) — ସ୍ମୃତିଶାସ୍ତ୍ରପ୍ରଣେତା ମୁନିବିଶେଷ — Name of a sage
  • ସଂ. ବି. (ବ୍ୟଘ୍ର ପରି ପାଦବିଶିଷ୍ଟ) — [ଦ୍ର—ଏହାଙ୍କ ଗୋତ୍ରକୁ 'ବୈୟାଘ୍ରପାଦ(ଦ୍ୟ)' ବୋଲାଯାଏ। ଭୀଷ୍ମଦେବ ଏହି ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ। ଏ ଋଷି ବଶିଷ୍ଠଙ୍କ ଗୋତ୍ରରେ ଜନ୍ମଗ୍ରହଣ କରିଥିଲେ ଓ ଋକ୍ବେଦର କେତେକ ମନ୍ତ୍ରର ଏ ଦ୍ରଷ୍ଟା ଥିଲେ]
  • ସଂ. ବି. (ବ୍ୟଘ୍ର ପରି ପାଦବିଶିଷ୍ଟ) — ଭଇଞ୍ଚି (ଦେଖ) — Bhain̄chi (See)