ବ୍ୟାଘ୍ର ଭୀତି Byāghra ghīti
- ସଂ. ବି. ( 5 ମୀ ତତ୍) — ବ୍ୟାଘ୍ର ଯୋଗୁଁ ଭୟ — Fear of tiger
- ସଂ. ବି. ( 5 ମୀ ତତ୍) — ବାଘ ଭୟ; କୌଣସି ଅଞ୍ଚଳରେ ବ୍ୟାଘ୍ରର ଉପଦ୍ରବ ହେବାରୁ ସେହି ଅଞ୍ଚଳର ଲୋକଙ୍କ ମନରେ ଜନ୍ମିବା ଭୟ — Fear of tiger's attack in the minds of people at a tiger-infested locality