ବ୍ୟାଘ୍ର ପୁଚ୍ଛ Byāghra puchchha

  • ସଂ. ବି. (ବହୁବ୍ରୀହି; ବ୍ୟାଘ୍ର+ପୁଚ୍ଛ) — ଏରଣ୍ଡ ଗଛ — Caster seed plant
  • ସଂ. ବି. (ବହୁବ୍ରୀହି; ବ୍ୟାଘ୍ର+ପୁଚ୍ଛ) — ବାଇଗବା ଗଛ — Jatropha Curcas (plant)
  • ସଂ. ବି. (ବହୁବ୍ରୀହି; ବ୍ୟାଘ୍ର+ପୁଚ୍ଛ) — ( 6 ଷ୍ଠୀ ତତ୍) ବାଘର ଲାଞ୍ଜ — (6ଷ୍ଠୀ ତତ୍) ବାଘର ଲାଞ୍ଜ—. The tail of a tiger