ବ୍ୟାକୃତି Byākṛuti

  • ସଂ. ବି (ବି+ଆକୃତି) — ବ୍ୟାଖ୍ୟାନ — Annotation
  • ସଂ. ବି (ବି+ଆକୃତି) — ବିକୃତ ଆକାର — Deformity; disfigurement
  • ସଂ. ବି (ବି+ଆକୃତି) — ରୂପାନ୍ତର — Transformation
  • ସଂ. ବି (ବି+ଆକୃତି) — ଛଦ୍ମରୂପ — Disguise; mask
  • ସଂ. ବି (ବି+ଆକୃତି) — ବିକୃତି — Derangement