ବ୍ୟାକୁତି Byākūti

  • ସଂ. ବି (ବି+ଆ+କୂ ଧାତୁ=ଶବ୍ଦ କରିବା+ଭାବ. ତି) — ଛଳ; ବଞ୍ଚନା — Deception, fraud; trick; deceit; stratagem
  • ସଂ. ବି (ବି+ଆ+କୂ ଧାତୁ=ଶବ୍ଦ କରିବା+ଭାବ. ତି) — ଛଦ୍ମବେଶ — Disguise; mask