ବ୍ୟଷ୍ଟି Byashṭi

  • ସଂ. ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି) — ପୃଥକ୍ ପୃଥକ ହେବା — Separation; detachment
  • ସଂ. ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି) — ଗୋଟିଏ ଗୋଟିଏ ହେବା — Becoming single
  • ସଂ. ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି) — ବିଶ୍ଳେଷଣ — Analysis
  • ସଂ. ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି) — ସମୂହରୁ ବା ସମାଜରୁ ପୃଥକ୍ କରାଯିବା ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁ — Every individual person or thing taken out of many
  • ସଂ. ବି—(ବି+ଅଶ୍ ଧାତୁ=ବ୍ୟାପିବା+ଭାବ. ତି) — [ଦ୍ର—କେତେଗୁଡ଼ିଏ ବସ୍ତୁ ଏକତ୍ର ହେଲେ ସମଷ୍ଟି ଓ ସେଗୁଡ଼ିକ ବିଶିଷ୍ଟ ବା ପୃଥକ୍ ପୃଥକ୍ ହେଲେ ବ୍ୟଷ୍ଟି ହୁଏ।]