ବ୍ୟବହୃତି Byabahṛuti

  • ସଂ. ବି (ବି+ଅବ+ହୃ ଧାତୁ+ଭାବ ତି) — ବ୍ଯବସାୟରେ ମିଳିବା ଲାଭ (ହି. ଶ) — Profit in business
  • ସଂ. ବି (ବି+ଅବ+ହୃ ଧାତୁ+ଭାବ ତି) — ବାଣିଜ୍ୟ (ହି. ଶ) — Trade
  • ସଂ. ବି (ବି+ଅବ+ହୃ ଧାତୁ+ଭାବ ତି) — କୁଶଳତା (ହି. ଶ) — Proficiency