ବ୍ୟବହିତ Byabahitā
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଆଚ୍ଛାଦିତ — Covered; protected
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଅନ୍ତରିତ — Removed
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଅନ୍ତର୍ହିତ — Vanished
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଯହିଁ ମଧ୍ୟରେ ବ୍ଯବଧାନ ଥାଏ; ଅସଂଯୁକ୍ତ ଭାବରେ ଅବସ୍ଥିତ — Situated at a distance from each other; interspersed
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଅଧଃକୃତ — Brought down; lowered
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ବିକୃତ — Impaired; distorted
- ସଂ. ବିଣ (ବି+ଅବ+ଧା ଧାତୁ+କର୍ମ. ତ) — ଲୁକ୍କାୟିତ (ହି. ଶ) — Hidden; concealed