ବ୍ୟବହାର୍ଯ୍ୟ Byabahārj̄ya
- ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଯ) — ବ୍ୟବହାରଯୋଗ୍ୟ — Useful
- ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଯ) — ଯାହା ବ୍ୟବହୃତ କରାଯାଇ ପାରେ — Fit to be used; useable
- ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଯ) — ଯାହା କାର୍ଯ୍ୟରେ ଲଗାଯାଇ— ପାରେ — Practical
- ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଯ) — ଉପଭୋଗ୍ୟ — Enjoyable