ବ୍ୟବହାରୀ Byabahārī

  • ଦେ. ବିଣ (ସଂ. ବ୍ୟବହାରିକ) — ବ୍ୟବହାର୍ଯ୍ଯ — Practicable;
  • ଦେ. ବିଣ (ସଂ. ବ୍ୟବହାରିକ) — ଯାହା ପ୍ରତିଦିନ ବ୍ୟବହୃତ ହୁଏ — Of every day use
  • ଦେ. ବିଣ (ସଂ. ବ୍ୟବହାରିକ) — ଯାହା କାର୍ଯ୍ୟରେ ଆସେ — Practical; useful
  • ଦେ. ବି. ଗୁମାସ୍ତା — Agent
  • ସଂ. ବିଣ. ପୁଂ (ବ୍ୟବହାର+ଇନ୍; 1 ମା. 1 ବ) — ବ୍ୟବହାରକାରୀ — Using enjoying