ବ୍ୟବହାରିକ Byabahārika

  • ସଂ. ବିଣ (ବ୍ୟବହାର+ଇକ) — ବ୍ୟବହାର— ସିଦ୍ଧ — Practical; established by usage
  • ସଂ. ବିଣ (ବ୍ୟବହାର+ଇକ) — ବାଣିଜ୍ୟ ସମ୍ବନ୍ଧୀୟ — Relating to trade
  • ସଂ. ବିଣ (ବ୍ୟବହାର+ଇକ) — ବ୍ୟବହାର୍ଯ୍ଯ — Useful
  • ସଂ. ବିଣ (ବ୍ୟବହାର+ଇକ) — ଯାହା କାର୍ଯ୍ୟରେ ଆସେ — Of use; useful;
  • ସଂ. ବି — ଇଙ୍ଗୁଦୀ (ହି. ଶ) (ଦେଖ) — Iṅgudī (See)