ବ୍ୟବହାରିକା Byabahārikā

  • ସଂ. ବିଣ. ସ୍ତ୍ରୀ — ବ୍ୟବହାରକର ସ୍ତ୍ରୀଲିଙ୍ଗ — Feminine of Byabahāraka
  • ସଂ. ବି — ସଂସାରରେ ରହି ସଂସାର ବ୍ୟବହାର ଅନୁସାରେ କାର୍ଯ୍ୟ କରିବା (ହି. ଶ) — Acting in conformity to the worldly practice
  • ସଂ. ବି — ଇଙ୍ଗୁଦୀ (ହି. ଶ) — Iṅgudī (See)
  • ସଂ. ବି — ଝାଡ଼ୁ (ହି. ଶ) — Broomstick