ବ୍ୟବହାରଜ୍ଞ Byabahārajn̄a
- ସଂ. ବିଣ. ପୁଂ (ବ୍ୟବହାର=ମକଦ୍ଦମା ଚଳାଇବା+ଜ୍ଞା. ଧାତୁ+କର୍ତ୍ତୃ. ଅ) — ପ୍ରାପ୍ତବୟସ୍କ; ସାବାଳକ — Come of age; major
- ସଂ. ବିଣ. ପୁଂ (ବ୍ୟବହାର=ମକଦ୍ଦମା ଚଳାଇବା+ଜ୍ଞା. ଧାତୁ+କର୍ତ୍ତୃ. ଅ) — ଆଇନଜ୍ଞ — Versed in law
- ସଂ. ବିଣ. ପୁଂ (ବ୍ୟବହାର=ମକଦ୍ଦମା ଚଳାଇବା+ଜ୍ଞା. ଧାତୁ+କର୍ତ୍ତୃ. ଅ) — ବିଧଜ୍ଞ — Acquanted with customs and usages