ବ୍ୟବହାରକ Byabahāraka

  • ସଂ. ବିଣ. ପୁଂ — ପ୍ରଥା ବା ରୀତି ଅନୁସାରେ କାର୍ଯ୍ୟକାରକ — Acting according to custom
  • ସଂ. ବିଣ. ପୁଂ — ସାବାଳକ (ହି. ଶ); ପୂର୍ଣ୍ଣବୟସ୍କ — Major come of age
  • ସଂ. ବି — ବ୍ୟବହାରାଜୀବ; ଆଇନ ବ୍ଯବସାୟୀ (ହି. ଶ) — Lawyer