ବ୍ୟବହରଣୀୟ Byabaharaṇīya

  • ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଅନୀୟ) — ବ୍ୟବହାରଯୋଗ୍ୟ — Fit for use
  • ସଂ. ବିଣ (ବି+ଅବ+ହୃ ଧାତୁ+କର୍ମ. ଅନୀୟ) — ରୀତିସମ୍ମତ; ଯାହା ବରାବର ବ୍ୟବହାରରେ ଚଳି ଆସୁଅଛି — Customary