ବ୍ୟବସ୍ଥିତ Byabasthitā

  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ନିଶ୍ଚିତ; ସ୍ଥିରୀକୃତ; ନିର୍ଦ୍ଧାରିତ — Fixed; settled; ascertained
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ବିଧିବଦ୍ଧ — Decreed; codified; arranged
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ନିୟମିତ — Regulated; orderly
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ନିଯୁକ୍ତି — Engaged; appointed
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ପ୍ରଚାରିତ — Published; proclaimed
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ପ୍ରତିଷ୍ଠିତ — Established
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ପୃଥକ୍କୃତ — Separated
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — ଦୃଢ଼ବଦ୍ଧ — Firmly settled or fixed
  • ସଂ. ବିଣ (ବି+ଅବ+ସ୍ଥା ଧାତୁ+କର୍ମ. ତ) — (+କର୍ତ୍ତୃ. ତ)—ସମ୍ୟକ୍ ଅବସ୍ଥିତ — Peculiarly placed