ବ୍ୟବସ୍ଥିତି Byabasthiti

  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ତି) — ବ୍ଯବସ୍ଥା — Arrangement
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ତି) — ନିର୍ଦ୍ଧାରଣ; ସ୍ଥିରୀକରଣ — Settlement; ascertainment
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ତି) — ସମ୍ୟକ୍ ଅବସ୍ଥିତି — Peculiar situation