ବ୍ୟବସ୍ଥା Byabasthā

  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ବନ୍ଦୋ— ବସ୍ତ — Arrangement
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ପଦ୍ଧତି — Method; mode
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ପୃଥକ୍ ପୃଥକ୍ ସ୍ଥାପନ — Placing things separately
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ବିଧ; ବିଧାନ; ନିୟମ — Rule; formula
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ଆଇନ୍ — Law; a rule of law; ordinance
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — କାନୁନ୍ — Regulation
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ଶାସ୍ତ୍ରୀୟବିଧି — A precept enjoined by the scriptures
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ସାମାଜିକ ନିୟମ — A rule of society
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ଆଦେଶ — Order; precept; injunction; decree; prescription
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ସ୍ଥିତି — Situation
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ଅବସ୍ଥା — State; condition
  • ସଂ. ବି (ବି+ଅବ+ସ୍ଥା ଧାତୁ+ଭାବ. ଅ+ଆ) — ସ୍ଥିରତା — Firmness; certainty