ବ୍ୟବସ୍ଥାପୟିତା Byabasthāpayitā

  • ସଂ. ବିଣ. ପୁଂ—(ବି+ଅବ+ସ୍ଥାପି ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ଆଇନ୍କର୍ତ୍ତା — Legislating
  • ସଂ. ବିଣ. ପୁଂ—(ବି+ଅବ+ସ୍ଥାପି ଧାତୁ+କର୍ତ୍ତୃ. ତୃ, 1 ମା. 1 ବ) — ବିଧାନକର୍ତ୍ତା — Regulating; adjusting