ବ୍ୟବସ୍ଥାପିତ Byabasthāpita

  • ସଂ. ବିଣ (ବି+ଅବ+ସ୍ଥାପି ଧାତୁ+କର୍ମ ତ) — ବିଧିରୂପେ ଲିଖିତ; ବିଧିବଦ୍ଧ — Codified, legislated
  • ସଂ. ବିଣ (ବି+ଅବ+ସ୍ଥାପି ଧାତୁ+କର୍ମ ତ) — ନିର୍ଦ୍ଧାରିତ; ନିୟମିତ — Appointed; fixed; regulated
  • ସଂ. ବିଣ (ବି+ଅବ+ସ୍ଥାପି ଧାତୁ+କର୍ମ ତ) — ପ୍ରତିଷ୍ଠିତ — Established; adjusted
  • ସଂ. ବିଣ (ବି+ଅବ+ସ୍ଥାପି ଧାତୁ+କର୍ମ ତ) — ସ୍ଥିରୀକୃତ — Ascertained; settled