ବ୍ୟବସ୍ଥାପନ Byabasthāpana
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — ନିୟମ ପ୍ରଣୟନ — Legislation
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — ନିର୍ଦ୍ଧାରଣ; ସ୍ଥିରୀକରଣ — Settlement; adjustment; ascertainment
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — ପ୍ରତିଷ୍ଠାକରଣ — Establishment
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — ବନ୍ଦୋବସ୍ତ କରିବା — Making arrangement
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — ଶାସ୍ତ୍ରର ବ୍ଯବସ୍ଥା ଦେବା — Laying down of a rule of the scriptures
- ସଂ. ବି—(ବି+ଅବ+ସ୍ଥା ଧାତୁ ଣିଚ୍ ସ୍ଥାପି ଧାତୁ+ଭାବ. ଅନ) — କୌଣସି ବିଷୟରେ ଆଇନ ଘଟିତ ପ୍ରଶ୍ନର ଉତ୍ତର ଲେଖି— ଦେବା — Laying down a point of law