ବ୍ୟବସ୍ଥାନ Byabasthāna
- ସଂ. ବି—(ବି+ଅବ+ସ୍ଥା ଧାତୁ+ଭାବ. ଅନ) — ଅବସ୍ଥିତି — Position; situation
- ସଂ. ବି—(ବି+ଅବ+ସ୍ଥା ଧାତୁ+ଭାବ. ଅନ) — ପ୍ରତିଷ୍ଠା — Establishment
- ସଂ. ବି—(ବି+ଅବ+ସ୍ଥା ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ) ବିଷ୍ଣୁ — Bishṇu
- ସଂ. ବି—(ବି+ଅବ+ସ୍ଥା ଧାତୁ+ଭାବ. ଅନ) — (+ଅଧିକରଣ. ଅନ) ବିଚାରାଳୟ — Court of justice, a place of trial