ବ୍ୟବସ୍ଥାନୁମୋଦିତ Byabasthānumodita

  • ସଂ. ବିଣ — (3 ୟା ତତ୍; ବ୍ଯବସ୍ଥା+ଅନୁମୋଦିତ) ବିଧି ଅନୁମୋଦିତ; ବିଧିସିଦ୍ଧ; ବୈଧ — Established by law; conformable to rules; legal
  • ସଂ. ବିଣ — (3 ୟା ତତ୍; ବ୍ଯବସ୍ଥା+ଅନୁମୋଦିତ) ବିଧିବଦ୍ଧ — Laid down in codes; codified