ବ୍ୟବସ୍ଥାତା Byabasthātā

  • ସଂ. ବି. ଓ ବିଣ. ପୁଂ—(ବି+ଅବ+ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବନ୍ଦୋବସ୍ତକାରୀ — One who makes arrangement
  • ସଂ. ବି. ଓ ବିଣ. ପୁଂ—(ବି+ଅବ+ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବ୍ଯବସ୍ଥାଦାତା — Lawgiver; legislating