ବ୍ୟବସ୍ଥା ଶାସ୍ତ୍ର Byabasthā ṡāstra

  • ସଂ. ବି — ସ୍ମୃତିଶାସ୍ତ୍ର; ମନୁ, ପରାଶର ଆଦି ମୁନିଙ୍କ ସଙ୍କଳିତ ଧର୍ମଶାସ୍ତ୍ର; ସ୍ମୃତି ଶାସ୍ତ୍ର — Hindu codes of law compiled by Manu and others
  • ସଂ. ବି — ବିଧିବଦ୍ଧ ଆଇନ୍ — Codified law; a statute; a code of law
  • ସଂ. ବି — ବ୍ଯବସ୍ଥାବିଜ୍ଞାନ — Jurisprudence