ବ୍ୟବସ୍ଥା ପତ୍ର Byabasthā patra
- ସଂ. ବି (ଆଧୁନିକ ବ୍ୟବହାର) — ବିଧି ଲେଖାଥିବା ପତ୍ର — Prescription; a ruling
- ସଂ. ବି (ଆଧୁନିକ ବ୍ୟବହାର) — ଡାକ୍ତରମାନେ ରୋଗୀକୁ ଦେବା ରୋଗନିର୍ଣ୍ଣାୟକ ଓ ଔଷଧନିର୍ଦ୍ଦେଶକ ପତ୍ର — Doctor's prescription
- ସଂ. ବି (ଆଧୁନିକ ବ୍ୟବହାର) — ଉପସ୍ଥିତ ଘଟନାର ବା ସମସ୍ୟାର ସମାଧାନାର୍ଥ ପଣ୍ଡିତ— ମାନେ ଶାସ୍ତ୍ରବାକ୍ୟ ଉଦ୍ଧାରପୂର୍ବକ ଦେଇଥିବା ବ୍ଯବସ୍ଥା— ସମ୍ବଳିତ ଲିପି — A prescription given by pandits quoting sastric rulings regarding a certain question
- ସଂ. ବି (ଆଧୁନିକ ବ୍ୟବହାର) — ଆଇନ୍ ସମ୍ବନ୍ଧୀୟ ବିଧି ଲେଖାଥିବା ପତ୍ର; ନଜୀର୍ — A ruling on law; a written legal opinion