ବ୍ୟବସାୟୀ Byabasāyī

  • ସଂ. ବିଣ. ପୁଂ (ବ୍ଯବସାୟ+ଅଛି ଅର୍ଥରେ ଇନ୍, 1 ମା. 1 ବ) — ବେପାରୀ; ସଉଦାଗର; ବାଣିଜ୍ୟ— କାରୀ — Trader; merchant
  • ସଂ. ବିଣ. ପୁଂ (ବ୍ଯବସାୟ+ଅଛି ଅର୍ଥରେ ଇନ୍, 1 ମା. 1 ବ) — ସାଂସାରିକ ବିଷୟ କାର୍ଯ୍ୟରେ ଚତୁର — Practical
  • ସଂ. ବିଣ. ପୁଂ (ବ୍ଯବସାୟ+ଅଛି ଅର୍ଥରେ ଇନ୍, 1 ମା. 1 ବ) — ବେବସାଦାର୍; ବୃତ୍ତି ଅବଲମ୍ବୀ — Following a profession; professional
  • ସଂ. ବିଣ. ପୁଂ (ବ୍ଯବସାୟ+ଅଛି ଅର୍ଥରେ ଇନ୍, 1 ମା. 1 ବ) — ଚତୁର; ଉଦ୍ଯୋଗୀ — Exerting; active; diligent
  • ସଂ. ବିଣ. ପୁଂ (ବ୍ଯବସାୟ+ଅଛି ଅର୍ଥରେ ଇନ୍, 1 ମା. 1 ବ) — ଅନୁଷ୍ଠାନକାରୀ — Performing; practising