ବ୍ୟବସାୟ କରିବା Byabasāya karibā

  • ଦେ. କ୍ରି — ବେପାର କରିବା; କାରବାର କରିବା — To engage in a trade or business
  • ଦେ. କ୍ରି — ଜୀବିକା ନିମନ୍ତେ କୌଣସି ବୃତ୍ତି ଅବଲମ୍ବନ କରିବା — To take to a profession; to engage in an occupation