ବ୍ୟବଚ୍ଛେଦ ବିଜ୍ଞାନ Byabachchheda bijn̄āna

  • ସଂ. ବି (ଆଧୁନିକ ପ୍ରୟୋଗ) — ଜୀବଦେହକୁ ଖଣ୍ଡ ଖଣ୍ଡ କରି କାଟି ତହିଁରେ ଅଂଶ— ମାନଙ୍କ ବିଷୟ ଅଧ୍ୟୟନ କରିବା ଶାସ୍ତ୍ର — The science of Anatomy