ବ୍ୟପେକ୍ଷା Byapekshā

  • ସଂ. ବି (ବି+ଅପ୍+ଈକ୍ଷ୍ ଧାତୁ+ଭାବ ଅ+ଆ) — ଆକାଙ୍କ୍ଷା; ସ୍ପୃହା — Desire; wish
  • ସଂ. ବି (ବି+ଅପ୍+ଈକ୍ଷ୍ ଧାତୁ+ଭାବ ଅ+ଆ) — ଅପେକ୍ଷା; ଆଶା — Hope; expectation
  • ସଂ. ବି (ବି+ଅପ୍+ଈକ୍ଷ୍ ଧାତୁ+ଭାବ ଅ+ଆ) — ବିଶେଷ ଅନୁରୋଧ — Barnest or special request
  • ସଂ. ବି (ବି+ଅପ୍+ଈକ୍ଷ୍ ଧାତୁ+ଭାବ ଅ+ଆ) — ଆଗ୍ରହ (ହି. ଶ) — Eagerness