ବ୍ୟପାକୃତ Byapākṛuta
- ସଂ. ବିଣ. (ବି+ଅପ+ଆ+କୃ ଧାତୁ+କର୍ମ. ତ) — ଦୂରୀକୃତ; ଅପନୀତ; ଅପସାରିତ — Removed; expelled; driven away
- ସଂ. ବିଣ. (ବି+ଅପ+ଆ+କୃ ଧାତୁ+କର୍ମ. ତ) — ଅସ୍ୱୀକୃତ — Unacknowledged; disavowed
- ସଂ. ବିଣ. (ବି+ଅପ+ଆ+କୃ ଧାତୁ+କର୍ମ. ତ) — ନିରସ୍ତ — Restrained; appeased. calmed
- ସଂ. ବିଣ. (ବି+ଅପ+ଆ+କୃ ଧାତୁ+କର୍ମ. ତ) — ନିବୃତ୍ତ — Stopped