ବ୍ୟପଦେଶ Byapadeṡa
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ଛଳ; ବ୍ୟାଜ — Pretext; pretence; excuse; dodge; trick
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ପ୍ରତାରଣା — Fraud; deceit
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ଇଙ୍ଗିତ — Hint
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ଆପଣାର ମନୋଗତ ଭାବକୁ ବକ୍ର ଭାବରେ ପ୍ରକାଶ କରଣ — Indirect expression of one's desire of intention giving hints
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ନାମ — Name
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ଉପାଧି — Title
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ବଂଶ; କୁଳ — Family
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — (+ଭାବ. ଅ)—ନାମୋ— ଲ୍ଲେଖ; କଥନ — Mention of one's name
- ସଂ. ବି. (ବି+ଅପ+ଦିଶ ଧାତୁ+କରଣ. ଅ — ନିନ୍ଦା (ହି. ଶ) — Blame