ବ୍ୟଥିତ ହୃଦୟ Byathita hṛudaya

  • ସଂ. ବି (କର୍ମଧା; ବ୍ୟଥିତ+ହୃଦୟ) — ବ୍ଯଥା— ପ୍ରାପ୍ତ ମନ — Distressed mind
  • ସଂ. ବି (କର୍ମଧା; ବ୍ୟଥିତ+ହୃଦୟ) — ମାନସିକ ଦୁଃଖ — Mental agony
  • ବିଣ ପୁଂ. (ବହୁବ୍ରୀହି) ଯାହା ମନରେ ବିଶେଷ କଷ୍ଟ ହୋଇଅଛି — Mentally troubled; agonised