ବ୍ୟତ୍ୟସ୍ତ Byatyasta

  • ସଂ. ବିଣ (ବି+ଅତି+ଅସ୍ତ) — ବ୍ୟତିକ୍ରାନ୍ତ — Transgressed
  • ସଂ. ବିଣ (ବି+ଅତି+ଅସ୍ତ) — ବିପରୀତ ଭାବରେ ଅବସ୍ଥିତ; ବିପର୍ଯ୍ଯସ୍ତ — Inverted; reversed
  • ସଂ. ବିଣ (ବି+ଅତି+ଅସ୍ତ) — ଓଲଟପାଲଟ — Topsy-turvy
  • ସଂ. ବିଣ (ବି+ଅତି+ଅସ୍ତ) — ଗୋଳମାଳ ହୋଇଥିବା — Disordered; confused