ବ୍ୟତ୍ରକେ Byatrake

  • ଗ୍ରା. ଅ (ପଦ୍ୟ) — ବ୍ୟତୀତ; ଛଡ଼ା — Besides;
  • ଗ୍ରା. ଅ (ପଦ୍ୟ) — [ଉ—ବଡ଼ବାନଳେ ପକାଅ ରାକ୍ଷସ ଗଣେ, ବ୍ୟତ୍ରକେ ଏଥିରୁ ନାହିଁ ଅନ୍ୟ ମାର୍ଗଣେ। ଭଞ୍ଜ. ବୈଦେହୀଶବିଳାସ।]