ବ୍ୟତିହାର Byatihāra

  • ସଂ. ବି (ବି+ଅତି+ହୃ ଧାତୁ+ଭାବ. ଅ) — ପରସ୍ପର ଏକରୂପ କ୍ରିୟା କରଣ — The act of both performing similar kind of work; reciprocity
  • ସଂ. ବି (ବି+ଅତି+ହୃ ଧାତୁ+ଭାବ. ଅ) — ପର୍ଯ୍ୟାୟକରଣ; ପାଳି କରି କାମ କରିବା — Act of doing by turns
  • ସଂ. ବି (ବି+ଅତି+ହୃ ଧାତୁ+ଭାବ. ଅ) — ପରିବର୍ତ୍ତନ; ବିନିମୟ; ବଳଦ — Exchange
  • ସଂ. ବି (ବି+ଅତି+ହୃ ଧାତୁ+ଭାବ. ଅ) — ଗାଳିମନ୍ଦ — Abuse
  • ସଂ. ବି (ବି+ଅତି+ହୃ ଧାତୁ+ଭାବ. ଅ) — ମରାମରି; ମାଡ଼ପିଟ — Scuffle