ବ୍ୟତିସଙ୍ଗ Byatisan̄ga
- ସଂ. ବି— (ବି+ଅତି+ସନ୍ଜ ଧାତୁ+ଭାବ. ଅ) — ପରସ୍ପର ମିଳନ — Mutual union; conjunction; coincidence
- ସଂ. ବି— (ବି+ଅତି+ସନ୍ଜ ଧାତୁ+ଭାବ. ଅ) — ଆସକ୍ତି — Attachment; love; devotion
- ସଂ. ବି— (ବି+ଅତି+ସନ୍ଜ ଧାତୁ+ଭାବ. ଅ) — ଏକତ୍ର ବନ୍ଧନ — The tying of things together; mutual bond
- ସଂ. ବି— (ବି+ଅତି+ସନ୍ଜ ଧାତୁ+ଭାବ. ଅ) — ପରସ୍ପର; ବଦଳ (ହି. ଶ) — Exchange