ବ୍ୟତିଷକ୍ତ Byatishakta

  • ସଂ. ବିଣ (ବି+ଅତି+ସନ୍ଜ ଧାତୁ=ଆସକ୍ତ ହେବା+ କର୍ତ୍ତୃ. ତ) — ଆସକ୍ତ — Attached to; devoted
  • ସଂ. ବିଣ (ବି+ଅତି+ସନ୍ଜ ଧାତୁ=ଆସକ୍ତ ହେବା+ କର୍ତ୍ତୃ. ତ) — ପରସ୍ପର ମିଳିତ — Mutually united; mixed up
  • ସଂ. ବିଣ (ବି+ଅତି+ସନ୍ଜ ଧାତୁ=ଆସକ୍ତ ହେବା+ କର୍ତ୍ତୃ. ତ) — ଗ୍ରଧିତ — Orderly arranged together; set