ବ୍ୟତିରେକ Byatireka

  • ସଂ. ବି. (ବି+ଅତିରେକ) — ପ୍ରଭେଦ; ବିଭିନ୍ନତା — Difference; dissimilarity
  • ସଂ. ବି. (ବି+ଅତିରେକ) — ଅଭାବ — Want; absence
  • ସଂ. ବି. (ବି+ଅତିରେକ) — ବୃଦ୍ଧି — Increase; growth
  • ସଂ. ବି. (ବି+ଅତିରେକ) — ଅତିକ୍ରମ — Transgression
  • ସଂ. ବି. (ବି+ଅତିରେକ) — କାବ୍ୟାଳଙ୍କାର ବିଶେଷ; ଉପମାନ ଅପେକ୍ଷା ଉପମେୟର ଆଧିକ୍ୟ ବା ବିଶେଷତା ବୁଝାଯିବା ଅଳଙ୍କାର — A figure of speech in which there is dissimilarity between the matters compared
  • ସଂ. ବି. (ବି+ଅତିରେକ) — [ଦ୍ର—ଉପମାନରୁ ଉପମେୟର ଆଧିକ୍ୟ କଥିତ ହେଲେ ବ୍ୟତିରେକ ଅଳଙ୍କାର ହୁଏ। ଯଥା—ଇନ୍ଦ୍ରାୟୁଧେ ତାର ଅଧୋବିମ୍ବେ ନଭେ ଯେଉଁ ତୁଳନା, ତହୁଁ ବଳି ଇନ୍ଦୁ ସଙ୍ଗେ ସୁନ୍ଦରୀର ତୁଳା ଅଲଣା—ରାଧାନାଥ. ଉଷା। (କୁଳମଣି ଅଳଙ୍କାରତରଙ୍ଗିଣୀ।)]
  • ସଂ. ବି. (ବି+ଅତିରେକ) — ସ୍ୱତନ୍ତ୍ରା— ବସ୍ଥିତି — Individual existence
  • ସଂ. ବି. (ବି+ଅତିରେକ) — (ଉ— ଆତ୍ମା ସର୍ବଦା ସର୍ବଠାବେ, ଅନ୍ୱୟ ବ୍ୟତିରେକ ଭାବେ— ଜଗନ୍ନାଥ. ଭାଗବତ।)]