ବ୍ୟତିରିକ୍ତ Byatirikta

  • ସଂ. ବିଣ. (ବି+ଅତିରିକ୍ତ) — ବିଭିନ୍ନ — Distinct; different
  • ସଂ. ବିଣ. (ବି+ଅତିରିକ୍ତ) — ଅତିରିକ୍ତ — Excessive; extra
  • ସଂ. ବିଣ. (ବି+ଅତିରିକ୍ତ) — ବର୍ଦ୍ଧିତ — Increased; enlarged
  • ସଂ. ବିଣ. (ବି+ଅତିରିକ୍ତ) — ପୃଥକ୍ କୃତ — Separated; withheld