ବ୍ୟତିପାତ Byatipāta

  • ସଂ. ବି (ବି+ଅତି+ପତ ଧାତୁ+କର୍ତ୍ତୃ. ଅ) — ଅତ୍ୟନ୍ତ ଉତ୍ପାତ; ଘୋର ଉପଦ୍ରବ — A great oppression or calamity
  • ସଂ. ବି (ବି+ଅତି+ପତ ଧାତୁ+କର୍ତ୍ତୃ. ଅ) — ବ୍ଯତୀପାତ (ଦେଖ) — Byatīpāta (See)