ବ୍ୟତିକ୍ରମ Byatikrama
- ସଂ. ବି (ବି+ଅତିକ୍ରମ) — କ୍ରମର ବିପର୍ଯ୍ଯୟ — Inversion of order or arrangement
- ସଂ. ବି (ବି+ଅତିକ୍ରମ) — ବୈପରୀତ୍ୟ — Opposition. contrariety
- ସଂ. ବି (ବି+ଅତିକ୍ରମ) — ଉଲ୍ଲଙ୍ଘନ; ଓଲଟାଇବା — Transgression; reversion
- ସଂ. ବି (ବି+ଅତିକ୍ରମ) — ଅନ୍ଯଥା ଭାବ — Deviation
- ସଂ. ବି (ବି+ଅତିକ୍ରମ) — ତ୍ରୁଟି — Violation; breach
- ସଂ. ବି (ବି+ଅତିକ୍ରମ) — ବାଧା; ବିଘ୍ନ (ହି. ଶ) — Obstacle; obstruction