ବ୍ୟତିକାର Byatikāra

  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ବ୍ୟସନ; ବିପଦ — Misfortune; calamity
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ବ୍ୟାପ୍ତି — pervading; diffusion; overspreading
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ସମ୍ପର୍କ; ସମ୍ବନ୍ଧ — Connection; ralation
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ମିଶ୍ରଣ — Mixture; union; combination
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ପରସ୍ପର କର୍ମ କରଣ — Mulual action
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ପରସ୍ପର ସମ୍ବନ୍ଧ — Mutual connection
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — ବିନାଶ (ହି. ଶ) — Ruin; destruction
  • ସଂ. ବି—(ବି+ଅତି+କୃ ଧାତୁ+ଭାବ. ଅ) — (+ କର୍ମ. ଅ) ସମୂହ — Multitude
  • ସଂ. ବିଣ (+କର୍ତ୍ତୃ. ଅ) ସମ୍ପର୍କଯୁକ୍ତ — Related