ବ୍ୟତି ବ୍ୟସ୍ତ Byati byasta

  • ସଂ. ବିଣ. (ସଂ. ବି+ଅତି+ବ୍ୟସ୍ତ) — ଅତ୍ୟନ୍ତ ବ୍ୟସ୍ତ — Much perplexed; much harassed
  • ସଂ. ବିଣ. (ସଂ. ବି+ଅତି+ବ୍ୟସ୍ତ) — (ଉ—କରିଯିବା ପାଇଁ ନୋହି ବ୍ୟତି ବ୍ୟସ୍ତ, ଘର ବାଡ଼ି, ଜମି, ଜମା ବନ୍ଦୋବସ୍ତ। ରାଧାନାଥ ଦରବାର)
  • ସଂ. ବିଣ. (ସଂ. ବି+ଅତି+ବ୍ୟସ୍ତ) — କାର୍ଯ୍ୟରେ ଅତି ବ୍ୟସ୍ତ — Unusually busy or engrossed in work