ବ୍ୟଞ୍ଜିତ Byan̄jita

  • ସଂ. ବି—(ବି+ଅନ୍ଜ୍ ଧାତୁ +କର୍ମ. ତ) — ପ୍ରକାଶିତ — Expressed
  • ସଂ. ବି—(ବି+ଅନ୍ଜ୍ ଧାତୁ +କର୍ମ. ତ) — ସୂଚିତ — Suggested; hinted
  • ସଂ. ବି—(ବି+ଅନ୍ଜ୍ ଧାତୁ +କର୍ମ. ତ) — ବ୍ୟଞ୍ଜନା ଦ୍ୱାରା ବୋଧିତ — Understood or conveyed by the implied meaning