ବ୍ୟଞ୍ଜନା Byan̄janā
- ସଂ. ବି (ବ୍ୟଞ୍ଜନ+ଆ) — ବାକ୍ୟର ବ୍ୟଙ୍ଗ୍ୟାର୍ଥ— ବୋଧକ ଶକ୍ତି; ଯେଉଁ ଶକ୍ତିଦ୍ୱାରା ବାକ୍ୟର ତାତ୍— ପର୍ଯ୍ଯାର୍ଥର ବା ଗୂଢ଼ାର୍ଥର ବା ଅଭିପ୍ରେତାର୍ଥର ବା ସୂଚିତାର୍ଥର ବୋଧ ହୁଏ — The power of a word by which it suggests a hidden meaning or innuendo
- ସଂ. ବି (ବ୍ୟଞ୍ଜନ+ଆ) — ବ୍ୟଙ୍ଗ୍ୟୋକ୍ତି — A figurative mode of speech; irony; sarcasm
- ସଂ. ବି (ବ୍ୟଞ୍ଜନ+ଆ) — ପ୍ରକଟୀକରଣ — The act of making manifest or patent