ବ୍ୟଞ୍ଜନ ସନ୍ଧି Byan̄jana sandhi

  • ସଂ. ବି (ବ୍ୟାକରଣ) — ପଦାନ୍ତ ବ୍ୟଞ୍ଜନ ବର୍ଣ୍ଣ ସହିତ ଅନ୍ୟ ପଦାଦ୍ୟ ବ୍ୟଞ୍ଜନ ବର୍ଣ୍ଣର ବା ସ୍ୱର ବର୍ଣ୍ଣର ଯୋଗ — (Grammar) The conjuction of the final consonant of one word with the first consonant or vowel of the following word