ବ୍ୟଞ୍ଜକ Byan̄jaka
- ସଂ. ବିଣ (ବି+ଅନ୍ଜ ଧାତୁ=ପ୍ରକାଶ କରିବା+କର୍ତ୍ତୃ ଅକ) — ପ୍ରକାଶକ — Manifesting; indicating; making plain
- ସଂ. ବିଣ (ବି+ଅନ୍ଜ ଧାତୁ=ପ୍ରକାଶ କରିବା+କର୍ତ୍ତୃ ଅକ) — ଯାହା କୌଣସି ଭାବକୁ ବା ଅର୍ଥକୁ ମନରେ ଜନ୍ମାଏ — Suggesting a meaning or thought; thought provoking; suggestive
- ବି — ହୃଦ୍ଗତ ଭାବ ପ୍ରକାଶକ ଅଭିନୟ — A representation expressing feelings or passions; a mute acting suggesting the thoughts of the actor
- ବି — ବ୍ୟଞ୍ଜନା ଦ୍ୱାରା ବୋଧକ ଶବ୍ଦ (ପ୍ରକୃତି— ବାଦ) — A word which implies a certain meaning different from its apparent meaning